thumbnail

ବନ୍ୟା ବିତ୍ପାତ, ଯାଜପୁରର ଦୁଇଟି ସ୍ଥାନରେ କୁମ୍ଭୀର ଆତଙ୍କ

By

Published : Aug 17, 2022, 4:34 PM IST

ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ୟା ପରିସ୍ଥିତି ମଧ୍ୟରେ ବନ୍ୟାପାଣିରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । ଯାଜପୁରର ଦୁଇଟି ସ୍ଥାନରେ କୁମ୍ଭୀର ଦେଖିବାକୁ ମିଳିଛି। ଦଶରଥପୁରର କୟାଁଗୋଲା ଧରମପୁରରେ ବୈତରଣୀ ନଦୀ ଏବଂ ଯାଜପୁର ବ୍ଲକ ଯମୁନା ନଦୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ଆତଙ୍କିତ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.