Leopard Attack: ସାଇକେଲ ଆରୋହୀଙ୍କୁ ଆକ୍ରମଣ କଲା ବାଘ, ଦେଖନ୍ତୁ ଛାତିଥରା ଭିଡିଓ - ସାଇକେଲ ଆରୋହୀଙ୍କୁ ଚିତାବାଘ ଆକ୍ରମଣ
🎬 Watch Now: Feature Video
ଗୌହାଟୀ: ରାସ୍ତାରେ ଯାଉଥିଲେ ସାଇକେଲ ଆରୋହୀ । ଠିକ୍ ଏହି ସମୟରେ ତାଙ୍କ ଉପରେ ଡିଆଁ ମାରିଲା ଚିତାବାଘ । ହେଲେ ବାଘର ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ସାଇକେଲ ଆରୋହୀ । ଆସାମ କାଜିରଙ୍ଗା ରାସ୍ତାରେ ଏହି ଘଟଣା ଘଟିଛି । ଚିତା ଆକ୍ରମଣ ସମୟରେ ଏହି ଭିଡିଓ ଏକ କ୍ୟାମେରାରେ କଏଦ ହୋଇଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟରେ ଥରି ଉଠିବେ ।