ମହାପ୍ରଭୁଙ୍କ ସୁନାବେଶର ମାହାତ୍ମ୍ୟ,ଶୁଣନ୍ତୁ କଣ କହୁଛନ୍ତି ଶ୍ରୀମନ୍ଦିର ଚୂନରା ସେବକ

By

Published : Jul 10, 2022, 8:21 PM IST

thumbnail
ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ । ମହାପ୍ରଭୁ ବର୍ଷକୁ ପାଞ୍ଚଥର ସୁନା ବେଶ ହୋଇଥାନ୍ତି । ରତ୍ନ ସିଂହାସନରେ ୪ ଥର ସୁନା ବେଶ ଧାରଣ କରୁଥିବା ବେଳେ ରଥ ଉପରେ ବର୍ଷକୁ ଥରେ ସୁନା ବେଶ ହୋଇଥାନ୍ତି । ଆଜିର ସୁନା ବେଶ ବେଶ ନିଆରା । ମହାପ୍ରଭୁଙ୍କ ଆଜିର ଏହି ସୁନା ବେଶକୁ ବଡ ତଢାଉ ବେଶ ବୋଲି କୁହାଯାଏ । ତେବେ କଣ ରହିଛି ଆଜିର ଦିନର ମହତ୍ବ ଶୁଣନ୍ତୁ କଣ କହୁଛନ୍ତି ଶ୍ରୀମନ୍ଦିର ଚୂନରା ସେବକ ଡ଼ା ଶରତ ମହାନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.