Bottle Gourd Modak, ଶିଖନ୍ତୁ ଲାଉରୁ କିପରି ତିଆରି କରିବେ ମୋଦକ - ବୋଟଲ ଗାର୍ଡ ମୋଦକ ରେସିପି
🎬 Watch Now: Feature Video
ହାଇଦ୍ରାବାଦ: ସିଦ୍ଧି, ସମୃଦ୍ଧି ଜ୍ଞାନର ଭଣ୍ଡାର ଭଗବାନ ଗଣେଶଙ୍କ ପ୍ରିୟ ଭୋଗ ମୋଦକ। ବିଭିନ୍ନ ପ୍ରକାର ସାମଗ୍ରୀରୁ ମୋଦକ ତିଆରି କରି ଗଣେଶଙ୍କୁ ଲାଗି କରାଯାଇଥାଏ । ତେବେ ଲାଉରୁ ମୋଦକ ବନାଯିବା ବିଷୟରେ ଜାଣିଛନ୍ତି କି । ଆସନ୍ତୁ ଜଣିବା କିପରି ଲାଉରୁ ମୋଦକ ପ୍ରସ୍ତୁତ କରାଯାଏ । ଏହାକୁ ତିଆରି କରିବାକୁ କଣ କଣ ସାମଗ୍ରୀ ଆବଶ୍ୟକ । ଲାଉରୁ ମୋଦକ ତିଆରି କରିବାକୁ ଦେଖନ୍ତୁ ପ୍ରସ୍ତୁତ ଭିଡିଓ ଆଉ ଭଗବାନକୁ ଭୋଗ ଲଗାନ୍ତୁ ବୋଟଲ ଗାର୍ଡ ମୋଦକ (Bottle Gourd Modak)।