ଭାଲେଣ୍ଟାଇନ ଡେ’: ପ୍ରେମୀଯୁଗଳଙ୍କୁ ପ୍ରେମର ସଜ୍ଞା ବୁଝାଇଲେ ଜଲିଉଡର ସଫଳ ଯୋଡି, ଦେଖନ୍ତୁ - _jollywood couple binod and bebina special interview

🎬 Watch Now: Feature Video

thumbnail

By

Published : Feb 14, 2021, 10:29 PM IST

ଆଜି ଭାଲେଣ୍ଟାଇନ ଡେ’ । ଆଜିର ଦିନକୁ ପ୍ରେମୀ ଯୁଗଳଙ୍କ ଦିନ କୁହାଯାଏ । ପ୍ରେମୀଯୁଗଳଙ୍କ ମଧ୍ୟରେ ଅନ୍ୟତମ ଯୋଡି ହେଉଛନ୍ତି ଜଲିଉଡର ଅପ୍ରତିନ୍ଦ୍ବଦୀ ନାୟକ ବେବିନା ଓ ନାୟିକା ବିନୋଦ । ଯିଏ ଯାତ୍ରା ଜଗତର ବେଶ ଜଣାଶୁଣା ଚେହେରା । ସବୁ ପରିସ୍ଥିରେ ଏକାଠି ରହି ୨୨ ବର୍ଷର ଯାତ୍ରାକୁ ସଫଳ କରିବା ସହ ସଫଳ ଯୋଡି ଭାବେ ମଧ୍ୟ ବେଶ ଚର୍ଚାରେ ରହିଛନ୍ତି ଏହି ଯୋଡି । ଭାଲେଣ୍ଟାଇନ ଡେ’କୁ ଏହି ଯୋଡି କିପରି କାଟୁଛନ୍ତି ସେନେଇ ଆମ ପ୍ରତିନିଧି ଦେବସ୍ମିତା ରାଉତଙ୍କ ସହ ସ୍ବତନ୍ତ୍ର ସାକ୍ଷାତାକାର ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.