International Yoga Day: ଏନସିସି ବିଦ୍ୟାର୍ଥୀଙ୍କ ଯୋଗାଭ୍ୟାସ - ଅନ୍ତର୍ଜାତୀୟ ଯୋଗ ଦିବସ

🎬 Watch Now: Feature Video

thumbnail

By

Published : Jun 21, 2022, 12:43 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀଠାରୁ ଆରମ୍ଭ କରି ସହରର ପତଞ୍ଜଳୀ ଯୋଗ ସମିତି ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ NCC କ୍ୟାଡେଟ୍ ମାନେ ସାମୁହିକ ଭାବେ ଯୋଗ ପ୍ରଦର୍ଶନ କରିଥିଲେ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.