thumbnail

By

Published : Jun 14, 2022, 7:44 PM IST

ETV Bharat / Videos

ସ୍ନାନଯାତ୍ରାରେ ଭକ୍ତଙ୍କ ସୁରକ୍ଷା: ପୁରୀ ବେଳାଭୂମିରେ ଭାରତୀୟ ତଟରକ୍ଷୀ ବାହିନୀର ପାଟ୍ରୋଲିଂ

ପୁରୀ: ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଫଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି । ପୁରୀ ସମୁଦ୍ର କୂଳରେ ଭାରତୀୟ ତଟରକ୍ଷୀ ବାହିନୀ କରିଛି ପାଟ୍ରୋଲିଂ । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.