thumbnail

By

Published : Aug 28, 2022, 3:14 PM IST

ETV Bharat / Videos

ବନ୍ୟା ଆଣିଲା ଦୁଃଖ, ଫସଲ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ

ଜଗତସିଂହପୁର: ଜିଲ୍ଲାରେ ବନ୍ୟା ପରେ ଏବେ ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି । ଜମିରେ ରୁଆ ହୋଇଥିବା ତଳି ବନ୍ୟା ପାଣିରେ ବୁଡି ରହିବା ଫଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ଯୋଗୁଁ 20 ହଜାର ହେକ୍ଟରୁ ଅଧିକ ଚାଷଜମିରେ ଧାନଚାଷ ପ୍ରଭାବିତ ହୋଇଥିବା କହିଛନ୍ତି ଚାଷୀ । ଏନେଇ ଜଗତସିଂହପୁର ସଦର ବ୍ଲକ ବିରିବାଟି ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ସୁଶାନ୍ତ କୁମାର ପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.