ଅଦିନିଆ ବର୍ଷା ଯୋଗୁଁ ପରିବା ଚାଷ ନଷ୍ଟ, ଚାଷୀ ହତାଶ - ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ କନ୍ଧମାଳ ଚାଷୀ
🎬 Watch Now: Feature Video
ଫୁଲବାଣୀ: ଅଦିନିଆ ବର୍ଷା ଯୋଗୁଁ ଏବେ ପରିବା ଚାଷ ନଷ୍ଟ ହେବାକୁ ଲାଗିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଟିବାରି ଗାଁରେ ପରିବା ଚାଷୀର ଚାଷ ନଷ୍ଟ ହେବା ଯୋଗୁଁ ଏବେ ଚିନ୍ତାରେ ଚାଷୀ । ନିଜର ଅମଳ ପାଇଁ ଋଣ କରିଥିବା ଅର୍ଥକୁ ସୁଝିବା ପାଇଁ ଚାଷୀ ଏବେ ଚିନ୍ତାରେ ପଡିଛି। ଯାହାବି ବଞ୍ଚି ଯାଇଛି, କମ ଅର୍ଥରେ ବା ଶାଗ ମାଛ ଦରରେ ବେପାରୀଙ୍କୁ ଦେବା ପାଇଁ ବାଧ୍ୟ ହେଉଛନ୍ତି ଚାଷୀ ।
କନ୍ଧମାଳରୁ ସଞ୍ଜୟ ପାତ୍ର ,ଇଟିଭି ଭାରତ