thumbnail

By

Published : Nov 29, 2021, 1:07 PM IST

ETV Bharat / Videos

SCB Medical Expansion: SCB ସଂପ୍ରସାରଣ, ପୁଣି ଉଚ୍ଛେଦ କାର୍ଯ୍ୟ ଜାରି

କଟକ: ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ । SCB ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ପ୍ରଶସ୍ତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆଜି ଠାରୁ(ସୋମବାର) ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । SCB ପୁନଃ ନିର୍ମାଣ ଯୋଜନାରେ ରାଣୀହାଟ ହିନ୍ଦୀ ସିନେମା ହଲ ସମେତ ବହୁ ଦୋକାନ ଘରକୁ ଉଚ୍ଛେଦ କରାଯାଇ SCBକୁ ସିଧାସଳଖ ବାଟ ଫିଟା ଯିବ । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ, CMC ଓ CDA କର୍ତ୍ତୃପକ୍ଷ ଉପସ୍ଥିତ ଅଛନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.