ନୟାଗଡ଼ର ଘରେଘରେ ପହଞ୍ଚିବ ପାନୀୟ ଜଳ: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ - ନୟାଗଡ଼ରେ ମିଳିବ ପାନୀୟ ଜଳ
🎬 Watch Now: Feature Video
ନୟାଗଡ଼ : ନୟାଗଡ଼ ଜିଲ୍ଲାର ଘରେ ଘରେ ପହଞ୍ଚିବ ପାନୀୟ ଜଳ (Drinking water will reach all homes at Nayagarh) । ବଦଳିବ ଜିଲ୍ଲାରେ ଥିବା ଅନୁନ୍ନତ ଗାଁର ଚିତ୍ର । ପାଇବ ବିକାଶର ଛାପl, ଲୋକଙ୍କୁ ମିଳିବ ମୌଳିକ ସୁବିଧା । ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ଇଟିଭି ଭାରତ ସହ ଏକ ସାକ୍ଷାତକାର ଦେବା ସମୟରେ କହିଛନ୍ତି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାବାସୀଙ୍କୁ ପାନୀୟଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି (Drinking water will reach) । ପ୍ରତି ଘରେ ଘରେ ପାନୀୟ ଜଳ କିପରି ପହଞ୍ଚିପାରିବ ସେଥିପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ । ତାଙ୍କ ସହ ଆଲୋଚନା କରିଛନ୍ତି ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।