ନବୀନ ପଟ୍ଟନାୟକଙ୍କଠୁ ନଟିଆ..ଅବିକଳ ଭଏସ୍‌ରେ ମିମିକ୍ରି କରି ଚର୍ଚ୍ଚାରେ କଟକର ସୌମ୍ୟରଞ୍ଜନ - ମିମିକ୍ରି କରି ଚର୍ଚ୍ଚାରେ କଟକର ସୌମ୍ୟରଞ୍ଜନ

🎬 Watch Now: Feature Video

thumbnail

By

Published : Aug 30, 2022, 9:51 PM IST

କଟକ: ନଟିଆ ମିମିକ୍ରି କରି ସୋସିଆଲ ମିଡିଆରେ ନିଜର ପରିଚୟ ସୃଷ୍ଟି କରିଛନ୍ତି କଟକ ଟାଙ୍ଗୀ ଅଞ୍ଚଳର ସୌମ୍ୟରଞ୍ଜନ ପରିଡା । କେବଳ ନଟିଆ ନୁହେଁ ବରଂ ରାଇମୋହନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାସ୍ୟ ଅଭିନେତା ଜୟୀଙ୍କର ଅବିକଳ ସ୍ବରରେ ମିମିକ୍ରି କରି ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ସୌମ୍ୟଙ୍କ ସିଧାସଳଖ ଆଲୋଚନା କରିଛନ୍ତି ଇଟିଭି ପ୍ରତିନିଧି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.