ଟ୍ରେନରେ ଯାତ୍ରା କଲା ଷଣ୍ଢ, ଦେଖନ୍ତୁ ଭିଡିଓ - ଷଣ୍ଢ ଟ୍ରେନରେ ଯାତ୍ରା କରିବା ଖବର

🎬 Watch Now: Feature Video

thumbnail

By

Published : Aug 4, 2022, 11:05 PM IST

ପାଟନା: ଟ୍ରେନରେ ଯାତ୍ରା କଲା ଷଣ୍ଢ । ବିହାରର ଏକ EMU ଟ୍ରେନରେ ଷଣ୍ଢ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଟ୍ରେନର ଏକ ସିଟରେ ଷଣ୍ଢକୁ ବନ୍ଧାଯାଇ ଥିବାବେଳେ ଷଣ୍ଢଟି ମଧ୍ୟ ଅତି ଶାନ୍ତ ଭାବେ ଯାତ୍ରା କରିଛି । ତେବେ ଷଣ୍ଢକୁ ଟ୍ରେନରେ ଦେଖି ଭୟଭିତ ହୋଇ ଯାଇଥିଲେ ଅନ୍ୟ ଯାତ୍ରୀ । କିଛି ବ୍ୟକ୍ତି ଷଣ୍ଢକୁ ଟ୍ରେନ ମଧ୍ୟକୁ ଚଢାଇ ଦେଇଥିବା ଜଣେ ଯାତ୍ରୀ କହିଛନ୍ତି । ଫଳରେ ତାକୁ ଏକ ରଶିରେ ବାନ୍ଧି ଦିଆଯାଇଥିଲା । ମାତ୍ର ଦୃଶ୍ୟ ଦେଖିଲେ ଷଣ୍ଢ ଖୁବ୍ ଉପଭୋଗ କରୁଥିବା ମନେହୁଏ । ଦେଖନ୍ତୁ ଟ୍ରେନରେ ଷଣ୍ଢର ଯାତ୍ରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.