thumbnail

By

Published : Jul 20, 2020, 2:09 PM IST

ETV Bharat / Videos

ବ୍ରହ୍ମପୁରରେ ଲକଡାଉନ କଟକଣା: ଅଖଚକ ଜାମ, ଖୋଲିନି ଦୋକାନ ବଜାର

ବ୍ରହ୍ମପୁର : କୋରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗଞ୍ଜାମକୁ ଲକଡାଉନ ଘୋଷଣା କରିଛନ୍ତି । ଫଳର ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ମଧ୍ୟ ଲଡ ଡାଉନକୁ କଡାକଡି କରାଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ଛକ ଗୁଡିକରେ କଡାକଡି ଚେକିଂ କରାଯାଉଛି । ଅମାନିଆଙ୍କୁ ମଧ୍ୟ ସାବାଡ କରୁଛି ପୋଲିସ । ତେବେ ଲକଡାଉନ ଯୋଗୁଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନଶାନ ରହିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.