ବନ୍ୟାପାଣି ସ୍ରୋତରେ ଭାସିଗଲା ବୋଲେରୋ, ଦେଖନ୍ତୁ କେମିତି ଉଦ୍ଧାର ହେଲା... - Jodhpur latest news

🎬 Watch Now: Feature Video

thumbnail

By

Published : Sep 5, 2020, 6:51 PM IST

ଜୟପୁର: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପାଣି ଚାଲୁଛି । ଏହି ସମୟରେ ରାଜସ୍ଥାନ ଯୋଧପୁରରେ ମୂଷଳଧାରା ବର୍ଷା ଯୋଗୁଁ ନଦୀ ଉପରେ ଆସିଛି ବନ୍ୟା ପାଣି । ନଦୀରେ ଚାଲୁଥିବା ବନ୍ୟା ପାଣି ପ୍ରବଳ ସ୍ରୋତରେ ଏକ ବୋଲେରୋ ଗାଡି ଭାସିଯାଇଛି । ଭାଗ୍ୟବଶତଃ ଗାଡିରେ ଥିବା ଲୋକେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.