41,703 ଭୋଟରେ ବିଜୟୀ ହେଲେ ବିଜୟ ଶଙ୍କର - Bijay shankar dash won the tirtol by election in big marzin

🎬 Watch Now: Feature Video

thumbnail

By

Published : Nov 10, 2020, 10:56 PM IST

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନରେ ବାଜିମାତ କରିଛି ବିଜେଡି। ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରତିନିଧି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ 41 ହଜାର 7ସହ 3ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ସେହିଭଳି କଂଗ୍ରେସକୁ ମଧ୍ୟ ପରାଜୟର ମୁଖ ଦେଖିବାକୁ ପଡିଛି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଳିକ 28 ହଜାର 778 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସିପିଆଇ ପ୍ରାର୍ଥୀ ବିଜୁ ଭୋଇ 1109 ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୋପାଳ ଭୋଇ 183, ରବିନ୍ଦ୍ର ମଲ୍ଲିକ 195, ରମେଶ ମଲ୍ଲିକ 210, ସୁଚିସ୍ମିତା ମଲ୍ଲିକ 214 ଓ ନୋଟରେ 786 ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.