ସୁରତର ତାପି ନଦୀରେ ତ୍ରିରଙ୍ଗା ଶୋଭାଯାତ୍ରା - ହର ଘର ତ୍ରିରଙ୍ଗା
🎬 Watch Now: Feature Video
ଗାନ୍ଧୀନଗର: ସ୍ବାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ମନାଉଛି ସାରା ଦେଶ । ଏହି କ୍ରମରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଡାଇମଣ୍ଡ ସିଟି ସୁରତର ତାପି ନଦୀରେ 75ଟି ବୋଟ୍ରେ ତ୍ରିରଙ୍ଗା ଶୋଭାଯାତ୍ରା ଦେଖିବାକୁ ମିଳିଛି । ଏଥିରେ ଅନେକ ଲୋକେ ସାମିଲ ହୋଇଛନ୍ତି । ଡଙ୍ଗାରେ ଏହି ତ୍ରିରଙ୍ଗା ଯାତ୍ରାର ଦୃଶ୍ୟ ଖୁବ୍ ମନୋଲୋଭା ହୋଇଛି ।