ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ - କଂଗ୍ରେସ ବିଧାୟକ ସୁର ରାଉତରାୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15182150-thumbnail-3x2-cc.jpg)
ଖୋର୍ଦ୍ଧା: ଜିଲ୍ଲାର କଲ୍ୟାଣପୁରରେ ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଜି ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ସୁର ଗାଁରେ ପହଞ୍ଚିବା ପରେ କ୍ଷେତକୁ ଯାଇ କୃଷକଙ୍କ ଗହଣରେ ଅଖିମୁଠି ଅନୁକୂଳ କରିଛନ୍ତି ବିଧାୟକ ସୁର । ଏହି ଅବସରରେ ଜୟ ଜଗନ୍ନାଥ କି ଜୟ, ଜୟ ଆଲ୍ଲାକି ଜୟ, ଜୟ ଯୀଶୁ କି ଜୟ, ଜୟ ମା' ଲକ୍ଷ୍ମୀକି ଜୟ ଆରଧନା କରି ଅଖିମୁଠି ଅନୁକୂଳ କରିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ