thumbnail

By

Published : Jun 15, 2022, 6:46 PM IST

ETV Bharat / Videos

ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କୁ ନେଇ ବ୍ରହ୍ମପୁରରେ ସ୍ବତନ୍ତ୍ର ରଜ ଉତ୍ସବ

ବ୍ରହ୍ମପୁର : ରଜ ସଂକ୍ରାନ୍ତି ଅବସରରେ ରାଜ୍ୟର ପୁରପଲ୍ଲୀ ଠାରୁ ଆରମ୍ଭ କରି ସବୁଠି ଚାଲିଛି । ଦୋଳି ଖେଳିବା ଠାରୁ ଆରମ୍ଭ କରି ପିଠା ମିଠା ଖାଇବା ଭଳି ଅନେକ ଆୟୋଜନ । ଆଉ ଏଭଳି ସମୟରେ ବ୍ରହ୍ମପୁର ସହରରେ ଦୃଷ୍ଟିହୀନ ବାଳିକାଙ୍କୁ ନେଇ ଆୟୋଜିତ ହୋଇଛି ସ୍ବତନ୍ତ୍ର ରଜ ଉତ୍ସବ କାର୍ଯ୍ୟକ୍ରମ । ଏ ନେଇ ଓଡିଶା ସର୍ଭିସ ସେଣ୍ଟର ଫର୍ ବ୍ଳାଇଣ୍ଡ ଅନୁଷ୍ଠାନ ପକ୍ଷରୁ ସହରର ବିଜୁପଟ୍ଟନାୟକ ପାର୍କ ପରିସରରେ ଆୟୋଜିତ ହୋଇଥିଲା ଏଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.