thumbnail

By

Published : Jun 25, 2022, 7:57 PM IST

ETV Bharat / Videos

ମାଟି ତଳୁ ୪୦୦୦ ବର୍ଷ ପୂର୍ବର ତମ୍ବା ନିର୍ମିତ ଅସ୍ତ୍ରଶସ୍ତ୍ର ଉଦ୍ଧାର

ଲକ୍ଷ୍ନୌ: ମାଟି ତଳୁ ମିଳିଲା ଚାରି ହଜାର ବର୍ଷ ପୂର୍ବର ଅସ୍ତ୍ରଶସ୍ତ୍ର । ଉତ୍ତରପ୍ରଦେଶର ଏକ ଚାଷ ଜମିରୁ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି । ତେବେ ଏ ସମସ୍ତ ଅସ୍ତ୍ରଶସ୍ତ୍ର କପର ବା ତମ୍ବାରେ ନିର୍ମିତ ହୋଇଥିବା କୁହାଯାଉଛି । Archaeological Survey of India(ASI) ଅନୁଯାୟୀ ଏହି ଅସ୍ତ୍ରଶସ୍ତ୍ର ୪ ହଜାର ବର୍ଷ ପୂର୍ବର ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.