Panchayat Poll: ଜିଲ୍ଲା ପରିଷଦ ସିଟ୍‌ ହାତେଇବାକୁ କଂଗ୍ରେସର କସରତ, ଜମୁଛି ପ୍ରଚାର - ପୁରୀ ନିର୍ବାଚନ ହାଲଚାଲ

🎬 Watch Now: Feature Video

thumbnail

By

Published : Feb 4, 2022, 11:47 AM IST

ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକ 30 ନମ୍ବର ଜୋନ୍‌ 6ଟି ପଞ୍ଚାୟତକୁ ନେଇ ଗଠିତ । ଏଠାରେ ପ୍ରାୟ 42 ହଜାର ଭୋଟର ଅଛନ୍ତି । ବିଗତ ଦିନରେ କଂଗ୍ରେସର ଗଡ଼ ଥିବା ବ୍ରହ୍ମଗିରିରେ କଂଗ୍ରେସ ତାର କ୍ଷମତା ହରାଇଛି । କିନ୍ତୁ, ଏହି ଜୋନରେ ସନ୍ତୋଷ ପ୍ରଧାନ MBA ଏବଂ IT ଶିକ୍ଷା ଲାଭ କରି ରାଜ୍ୟ ବାହାରେ ଚାକିରି କରୁଥିଲେ । ଚାକିରି ଛାଡି ଏବେ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ବୁଲୁଛନ୍ତି ଡୋର ଟୁ ଡୋର ମାଗୁଛନ୍ତି ଭୋଟ । ଚାଲିଛି ଜୋରଦାର ପ୍ରଚାର । ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.