କେମିତି ବଞ୍ଚିବେ ବିଲୁପ୍ତ ଘରଚଟିଆ ? ଅଣ୍ଟା ଭିଡିଲେ ଯୁବ ଇଞ୍ଜିନିୟର - ବିଲୁପ୍ତ ଘରଚଟିଆ
🎬 Watch Now: Feature Video

ନୟାଗଡ: ପ୍ରକୃତି ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବେ ସଭିଏଁ । ଏଇ କଥାକୁ ଭଲ ଭାବରେ ବୁଝିଛନ୍ତି ଯୁବ ଇଞ୍ଜିନିୟର ଆଦିତ୍ୟ ଦାସ । ପେସାରେ ଇଂଜିନିୟର, କିନ୍ତୁ ନିଶା ପ୍ରକୃତି ସୁରକ୍ଷା । ଏଥିପାଇଁ ସେ ପ୍ରତି ଜୀବଜନ୍ତୁଙ୍କ ସୁରକ୍ଷା କରୁଛନ୍ତି । ଏହି ନିଶା ଆଜି ତାଙ୍କୁ ପ୍ରକୃତି ବନ୍ଧୁ ରୂପେ ପରିଚିତ କରିପାରିଛି ।