thumbnail

Unseasonal Rain: ମଣ୍ଡିରେ ଭିଜିଲା ହାଜର ହାଜର କ୍ୱିଣ୍ଟାଲ ଧାନ

By

Published : Jan 12, 2022, 3:34 PM IST

କଳାହାଣ୍ଡି: ମଣ୍ଡିରେ ଭିଜିଲା ହାଜର ହାଜର କ୍ବିଣ୍ଟାଲ ଧାନ । କଳାହାଣ୍ଡି ଜିଲ୍ଲାରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଲଗାଣ ବର୍ଷା କାରଣରୁ ମଣ୍ଡିରେ ପଡ଼ିଥବା ଧାନ ସମ୍ପୂର୍ଣ୍ଣ ଭିଜି ଯାଇଥିବା ଦେଖିଵାକୁ ମିଳିଛି। ତେବେ ଓଦା ଧାନକୁ ବିକ୍ରି ନେଇ ଚାଷୀମାନେ ଚିନ୍ତା ପ୍ରକାଶ କରିଥିବା ଜଣାପଡ଼ିଛି । ମଣ୍ଡିର ଏଭଳି ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.