ପାରାଦ୍ବୀପରେ ଆରମ୍ଭ ହେଲାଣି ପ୍ରଭାବ, ଲୋକେ ଆତଙ୍କିତ

🎬 Watch Now: Feature Video

thumbnail

By

Published : May 25, 2021, 4:44 PM IST

ପାରାଦୀପ: ପାରାଦୀପରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ବାତ୍ୟା ୟସ ଧାମରା ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ମିଳିବା ପରେ ପରାଦ୍ବୀପବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣି ଦେଇଛି । ତେବେ ଯେତେବେଳେ ବାତ୍ୟା ପାରାଦୀପ ଅତିକ୍ରମ କରିବ ସେତେବେଳେ କଣ ରହିବ ତାର ପ୍ରଭାବ ତାକୁ ନେଇ ଚିନ୍ତାରେ ପାରାଦ୍ବୀପବାସୀ କଣ ରହିଛି ସେଠାରେ ସ୍ଥିତି ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.