ବାଲୁକା କଳାରେ ବିଦ୍ୟାଦାତ୍ରୀ

By

Published : Feb 5, 2022, 7:04 AM IST

thumbnail
ପୁରୀ: ଆଜି ଶ୍ରୀପଞ୍ଚମୀ ବା ମା' ସରସ୍ବତୀଙ୍କ ପୂଜା । ବାଲୁକା କଳାରେ ମା'ଙ୍କ ଚିତ୍ରକଳା ପ୍ରଦର୍ଶନ କରି ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା ଚିତ୍ରକଳା କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା ଚିତ୍ରକଳାଟି ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.