ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା - ପଥର କାରିଗର
🎬 Watch Now: Feature Video
ଭଦ୍ରକ: ଆଧୁନିକ ସଭ୍ୟତାରେ ବି ଫିକା ପଡିନାହିଁ ବହୁ ପ୍ରାଚୀନ ପଦ୍ଧତି । ଗ୍ରାଇଣ୍ଡର ଅପେକ୍ଷା ଶିଳ, ପେସା ସହ ପଥରରେ ତିଆରି ସାମଗ୍ରୀକୁ ଆପଣାଉ ଥିବା ଦେଖିବାକୁ ମିଳିଛି ଭଦ୍ରକ କାଳୀ ପୂଜାରେ । ମାତ୍ର ଏହି କାରିଗର ପ୍ରସ୍ତୁତ କରୁଥିବା ଦ୍ରବ୍ୟ ବିକ୍ରୀ କରି, ସେମାନଙ୍କ ଉଚିତ ପ୍ରାପ୍ୟ ପାଉ ନାହାଁନ୍ତି ।