ଦାନ୍ତ ରୋଗର ଘରୋଇ ଚିକିତ୍ସା, ଶୁଣନ୍ତୁ ଡାକ୍ତର ରବି ରଞ୍ଜନ ସାହୁଙ୍କ ଉପାୟ - ଘରୋଇ ଚିକିତ୍ସାରେ ହେବ ଦାନ୍ତ ରୋଗୀଙ୍କ ତମାମ ସମସ୍ୟାର ସମାଧାନ
🎬 Watch Now: Feature Video
କଟକ: କୋରୋନା ସଂକ୍ରମଣ ଯୋଗୁଁ କଟକ ବଡ଼ ମେଡିକାଲରେ ଥିବା ଦାନ୍ତ ବିଭାଗକୁ ସାଧାରଣ ରୋଗୀଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ଜଣେ ଦାନ୍ତ ରୋଗୀଙ୍କ କେତେ ସମସ୍ୟା ରହିଛି । ସେ ଘରେ ରହି କିପରି ଏହାର ଚିକିତ୍ସା କରାଇବେ ? କଣ ରହିଛି ଘରୋଇ ଚିକିତ୍ସା ? କିପରି ଘରୋଇ ଚିକିତ୍ସା କରି ଯନ୍ତ୍ରଣା ମୁକ୍ତ ହୋଇପାରିବେ ? ଏହି ତମାମ ପ୍ରସଙ୍ଗକୁ ନେଇ ଅଧିକ ସୂଚନା ଦେଇଛନ୍ତି ବରିଷ୍ଠ ଦାନ୍ତ ବିଭାଗର ଡାକ୍ତର ରବି ରଞ୍ଜନ ସାହୁ...
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
TAGGED:
ଡାକ୍ତର ରବି ରଞ୍ଜନ ସାହୁ ଉପାୟ