SandArt Puri: ମାସ୍କ ପିନ୍ଧିବାକୁ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ

By

Published : Jan 10, 2022, 8:10 AM IST

thumbnail
ପୁରୀ: ଦେଶରେ କୋରୋନା ଓ ଓମିକ୍ରନ ସଂକ୍ରମଣ ଦୃତଗତିରେ ବୃଦ୍ଧି ହେବାରେ ଲାଗିଛି । ଏଥ୍ରୁ ବର୍ତ୍ତିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ । ଏନେଇ ବାଲୁକା କଳାରେ ପ୍ଲିଜ ଓୟାର ମାସ୍କ ଲେଖି ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକାକଳା କରିଛନ୍ତି ସୁଦର୍ଶନ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.