ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପୁରୀ ଛାତ୍ରୀଙ୍କ ପ୍ରତିକ୍ରିୟା, ଦେଖନ୍ତୁ...

By

Published : Dec 6, 2019, 9:02 PM IST

thumbnail
ପୁରୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନେକ ଏହାକୁ ସ୍ବାଗତ କରିଥିବାବେଳେ, ଅନେକ ଭିନ୍ନ ମତ ରଖିଛନ୍ତି । ତେବେ ଏହି ଏନକାଉଣ୍ଟରକୁ ନେଇ ଆସନ୍ତୁ ଦେଖିବା କଣ କହୁଛନ୍ତି ପୁରୀର କିଛି ଛାତ୍ରୀ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.