କୋରୋନା ପାଇଁ ସିନେମା ହଲ ବନ୍ଦ, ଶୁଣନ୍ତୁ କ'ଣ କହୁଛନ୍ତି ହଲ ମାଲିକ... - reaction of hall owner
🎬 Watch Now: Feature Video
ଭୁବନେଶ୍ବର: କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନାର ମୁକାବିଲା ମାର୍ଚ୍ଚ 31 ସୁଦ୍ଧା ବନ୍ଦ ରହିବ ସ୍କୁଲ, କଲେଜ ସହ ସମସ୍ତ ସିନେମା ହଲ । ତେବେ କେବଳ ପରୀକ୍ଷାର୍ଥୀ ପରିକ୍ଷା ଦେବା ବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ହଲ ମାଲିକ ସରକାରଙ୍କ ଏ ପଦକ୍ଷେକୁ ସ୍ବାଗତଯୋଗ୍ୟ କହିବା ସହ ଦର୍ଶକ ମଧ୍ୟ ସରକାରଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ