thumbnail

ଓଡିଶା-ମୋ ପରିବାର ପକ୍ଷରୁ ୩୦ ଜିଲ୍ଲାରେ ହେବ ରକ୍ତ ଦାନ ଶିବିର

By

Published : Aug 4, 2020, 3:27 PM IST

ଭୁବନେଶ୍ବର: ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ମୋ ପରିବାରର ବ୍ୟାପକ କାର୍ଯ୍ୟକ୍ରମ । ଅଗଷ୍ଟ 9 କ୍ରାନ୍ତି ଦିବସରୁ ସ୍ବାଧିନତା ଦିବସ ଯାଏ ସପ୍ତାହବ୍ୟାପୀ 32 ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହେବ। । ଏନେଇ ସାମ୍ବାଦିକ ସମ୍ମିଳନୀରେ ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ପକ୍ଷରୁ ଏକ ସ୍ଵତନ୍ତ୍ର ଅଭିଯାନରେ ବିଭିନ୍ନ ସ୍ଥାନରେ ରକ୍ତ ଦାନ କ୍ୟାମ୍ପ କରାଯିବ । କୋରୋନା ସମୟରେ ରକ୍ତ ଦାନ ହାର କମିଥିବା ବେଳେ ଏହା ବେଶ ସହାୟକ ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.