ବିରଜା ମନ୍ଦିରର ସିଂହଧ୍ଵଜ ରଥଯାତ୍ରାକୁ ମିଳିଲା ଅନୁମତି - odisha high court news
🎬 Watch Now: Feature Video

କଟକ: ବିରଜା ମନ୍ଦିରର ସିଂହଧ୍ବଜ ରଥଯାତ୍ରାକୁ ହାଇକୋର୍ଟଙ୍କ ଅନୁମତି। କୋଭିଡ ଗାଇଡ ଲାଇନ ପାଳନ କରି ରଥଯାତ୍ରା କରାଇବା ନେଇ ଯାଜପୁର ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଲେ କୋର୍ଟ । ଆସନ୍ତା ନଭେମ୍ବର ମାସ 17 ରୁ 24 ତାରିଖରେ ହେବ ରଥଯାତ୍ରା। ରଥଯାତ୍ରାର ଅନୁମତି ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମନ୍ଦିର ମୁକ୍ତି ମଣ୍ଡପ ସେବାୟତ ପରିଷଦ।