ଏସସିବି ଏମ୍ସପ୍ଲସ ପାଇଁ ସରକାରଙ୍କ ସ୍ୱୀକୃତି - ଏସସିବି ଏମ୍ସପ୍ଲସ ଖବର

🎬 Watch Now: Feature Video

thumbnail

By

Published : Dec 31, 2020, 10:35 PM IST

କଟକ: ଏସସିବି ମେଡିକାଲ ହେବ ଏମ୍ସ ପ୍ଲସ । ଏନେଇ ଆଜି(ଗୁରୁବାର) ମୋହର ମାରିଛନ୍ତି ରାଜ୍ୟ ସରକାର । ଏହି ବଡ଼ ମେଡିକାଲ ପାଇଁ 3 ହଜାର 500 କୋଟ ଟଙ୍କା ବ୍ୟୟ ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହାର ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହୋଇ ଶେଷ ହେବ ବୋଲି ସୂଚନା ମିଳିଛି । ଏହି ଘୋଷଣା ପରେ କଟକବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏସସିବି ମୁଖ୍ୟ ଫାଟକ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି ଜନ ସାଧାରଣ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.