71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର - Paddy Procure News
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9532916-thumbnail-3x2-paddy.jpg)
ଭୁବନେଶ୍ବର: ଚଳିତ ବର୍ଷ ସମୁଦାୟ 71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଧାନ ସଂଗ୍ରହ ନୀତି ଅନୁସାରେ, ଜଳସେଚିତ ଜମିରେ ଏକର ପିଛା 19 କ୍ବିଣ୍ଟାଲ ଧାନ ଓ ଅଣସେଚିତ ଜମିରୁ 13 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଧାର୍ଯ୍ୟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ନିଗମର ଏମଡି ବିଶ୍ବଜିତ କେଶରୀ ଦାସ ।