ଓଏଏସ ଅଫିସରଙ୍କ ଘରେ ନାବାଳିକା ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଅଭିଯୁକ୍ତ - Odisha High Court

🎬 Watch Now: Feature Video

thumbnail

By

Published : Nov 7, 2020, 3:50 PM IST

କଟକ: ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ । ପୀଡିତାଙ୍କ ମା’ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଦର୍ଶାଇ ନିରପେକ୍ଷ ତଦନ୍ତ ପାଇଁ ମାମଲା ରୁଜୁ କଲେ ଅଭିଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.