ମାନବ ପ୍ରେମୀଙ୍କ ମୃତ୍ୟୁ ମାମଲା, ମୁହଁ ଖୋଲିଲେ ରହସ୍ୟମୟୀ ଲେଡି

By

Published : Sep 4, 2020, 8:50 PM IST

thumbnail
ବାଲେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଦୁଇଜଣ ସମାଜସେବୀ ଏହାରି ଭିତରେ ଅନେକ କଥା ସାମ୍ନାକୁ ଆଣିଛନ୍ତି । ତେବେ ବାଲେଶ୍ୱରର ଯୁବକ ବିସ୍ମିତ ଦାଶଙ୍କ ସାଇକୋ ଲେଡିର ବୟାନ ପରେ ଘଟଣା ଅନ୍ୟ ଏକ ଦିଗକୁ ଯାଇଛି । ବିସ୍ମିତଙ୍କ ବୟାନ ପରେ ଖଇରା ଅଞ୍ଚଳର ଚିନ୍ମୟୀ ମହାପାତ୍ର ଆଦିତ୍ୟ ଦାଶଙ୍କ ପ୍ରେମିକା ବୋଲି ପରିଚୟ ଦେବା ସହ ସେ ଜଣେ ସୁସ୍ଥ ଛାତ୍ରୀ ବୋଲି କହିଛନ୍ତି । ସେ ଆଦିତ୍ୟଙ୍କୁ ଅଧିକ ଭଲ ପାଉଥିଲେ। ହୁଏତ ଏହାକୁ ନେଇ ତାଙ୍କୁ ସାଇକୋର ଆଖ୍ୟା ଦିଆଯାଇ ପାରେ ବୋଲି ତାଙ୍କ ସହ ଆଲୋଚନା ବେଳେ କହିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.