ଓଡିଶୀ ସଙ୍ଗୀତ ଗୁରୁ ହିମାଂଶୁ ସ୍ବାଇଁଙ୍କ କଣ୍ଠରୁ ଶୁଣନ୍ତୁ ‘ଶ୍ରୀରାମ ଚନ୍ଦ୍ର କୃପାଳୁ ଭଜମନ’ - odishi song guru himansu swain

🎬 Watch Now: Feature Video

thumbnail

By

Published : Aug 5, 2020, 5:41 PM IST

ଭୁବନେଶ୍ବର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ଶୁଣନ୍ତୁ ସନ୍ଥ ତୁଳସୀ ଦାସଙ୍କ ବିରଚିତ ଶ୍ରୀରାମ ଚନ୍ଦ୍ର କୃପାଳୁ ଭଜମନ । ଯାହାକୁ ନିଜେ ହାରମୋନିୟମ ବଜାଇ ଗାଇଛନ୍ତି ଓଡିଶୀ ସଙ୍ଗୀତ ଗୁରୁ ହିମାଂଶୁ ସ୍ବାଇଁ । ତାଙ୍କ ସହ ତବଲାରେ ସହଯୋଗ କରିଛନ୍ତି ଗୁରୁ ତାପସ କୁମାର ସାହୁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.