ମହମ ମୂର୍ତ୍ତିରେ କିଙ୍ଗ ଖାନ; ଦେଖନ୍ତୁ ନିଖୁଣ କାରଗରୀ - କିଙ୍ଗ ଖାନଙ୍କ ମହମ ମୂର୍ତ୍ତୀ
🎬 Watch Now: Feature Video
ଥିରୁଅନନ୍ତପୁରମ:ବଲିଉଡ ସୁପରଷ୍ଟାପ ଶାହାରୁଖ ଖାନଙ୍କ ମହମ ପ୍ରତିମୂର୍ତ୍ତି । କେରଳ କୋଟ୍ଟିୟମର ଜଣେ ମୂର୍ତ୍ତୀକାରିଗର ତିଆରି କରିଛନ୍ତି ମହମ ମୂର୍ତ୍ତୀ । ବେବି ଆଲେକ୍ସା ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ମଧ୍ୟ କରିଛନ୍ତି ମହମମୂର୍ତ୍ତି । ପ୍ରସିଦ୍ଧ ହାସ୍ୟ ଅଭିନେତା ଚାର୍ଲି ଚାପଲେନ ଓ ମଦର ଟେରେସା ଙ୍କ କରିଛନ୍ତି ମହମ ମୂର୍ତ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ