ବିଦ୍ୟା ପିନ୍ଧିଲେ ସମ୍ବଲପୁରୀ ଶାଢ଼ୀ, ଦେଖନ୍ତୁ କଣ କହୁଛନ୍ତି ଡିଜାଇନର... - subarnapur designer
🎬 Watch Now: Feature Video
ସୁବର୍ଣ୍ଣପୁର: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଏହାକୁ ଖୁବ ପ୍ରଶଂସା କରିଛନ୍ତି। ଏହାସହ ଏହି ଶାଢ଼ୀ ବୁଣିଥିବା କଳାକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ରିଲିଜ ପାଇଁ ପ୍ରସ୍ତୁତ ହୋଇଥିବା ବିଦ୍ୟାଙ୍କ ଫିଲ୍ମ ଶକୁନ୍ତଳା ଦେବୀ ଫିଲ୍ମର ପ୍ରମୋସନ ପାଇଁ ସେ ଏହି ଗଣିତ ଡିଜାଇନ ହୋଇଥିବା ଶାଢ଼ୀକୁ ପିନ୍ଧିଥିଲେ । ସୂଚନା ଯୋଗ୍ୟ ଯେ ଫିଲ୍ମରେ ବିଦ୍ୟା ଭାରତର ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ଭୂମିକାରେ ନଜର ଆସୁଛନ୍ତି ଏବଂ ଫିଲ୍ମଟି ଗଣିତ ଉପରେ ଆଧାରିତ ।