କଟକ ସାଂସଦଙ୍କ ବାସଭବନରେ ହୋଲି ମିଳନ - ସାଂସଦଙ୍କ ବାସଭବନରେ ହୋଲି ମିଳନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6364006-139-6364006-1583861365719.jpg)
କଟକ: ସାଂସଦଙ୍କ ବାସଭବନରେ ହୋଲି ପର୍ବ ପାଳନ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବାସଭବନରେ ହୋଲି ମିଳନ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବ ରେ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ ।