ସାଂସଦ ସୁଜିତ କୁମାରଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା - ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଲମ୍ବୋଦର

🎬 Watch Now: Feature Video

thumbnail

By

Published : Dec 18, 2020, 6:53 PM IST

ନୂଆପଡା: ଜ଼ିଲ୍ଲା ଖଡ଼ିଆଳ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଖଡ଼ିଆଳ କଲ୍ୟାଣ ମଣ୍ଡପ 2 ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଲମ୍ବୋଦର ନିଆଲ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନୀତ ଅତିଥିଭାବରେ ନୂଆପଡା ବିଜୁଜନତା ଦଳ ସଭାପତି ମନୋଜ କୁମାର ମିଶ୍ର ସମେତ ବହୁ ବରିଷ୍ଠ ନେତା ମଂଚାସୀନ ହୋଇ ଉଦ୍‌ବୋଧନ ଦେଇଛନ୍ତି । ସେହିଭଳି ଆଗାମି ଦିନରେ ନୂଆପଡା ଜ଼ିଲ୍ଲା କଣ୍ଟାବାଞ୍ଜି ଭାୟା ଖଡ଼ିଆଳ ନବରଙ୍ଗପୁର ନୂତନ ରେଳପଥ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.