thumbnail

ପୁଣି ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି, ଅଣଦେଖା କଲେ ଆନ୍ଧ୍ରରେ ମିଶିବାକୁ ଚେତାବନୀ

By

Published : Dec 17, 2019, 12:36 PM IST

ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଓରାପଦର ଠାରେ ଦେଖିବାକୁ ମିଳିଛି ପ୍ରଜାମେଳି । ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ପ୍ରଜାମେଳି କରିଛନ୍ତି ଶହଶହ ଲୋକେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.