ଭୈରବୀ, ଭୟହାରିଣୀ ମା' ଭଦ୍ରକାଳୀ - ଭୟହାରିଣୀ ମା' ଭଦ୍ରକାଳୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4874945-thumbnail-3x2-makalalala.jpg)
ଭଦ୍ରକ: ସହର ଠାରୁ ମାତ୍ର ନଅ କିଲୋମିଟର ଦୂର, ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ଚଳିତ ମାସ 27 ତାରିଖ ଠାରୁ 2 ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ।