EXCLUSIVE: ମାନସିକ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥଙ୍କ ସହ ସାକ୍ଷାତକାର - ମାନସିକ ରୋଗୀ

🎬 Watch Now: Feature Video

thumbnail

By

Published : Jul 27, 2020, 2:23 PM IST

Updated : Jul 27, 2020, 2:32 PM IST

କଟକ: ଲକଡାଉନ ପାଇଁ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା। ବିଶେଷକରି ଯୁବକ ଛାତ୍ର ଏହାଦ୍ବାରା ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହା କିପରି ନିୟନ୍ତ୍ରଣ ହେବ ? ମାନସିକ ରୋଗ କ'ଣ ? ଜଣେ କେତେବେଳେ ଜାଣିବ ମାନସିକ ରୋଗର ଶିକାର ହେଲା ବୋଲି ? ଏହାର ଲକ୍ଷଣ କଣ ? ଲକଡାଉନ ସଟଡାଉନ କଟକଣା ପାଇଁ ଏହି ଆକ୍ରାନ୍ତ ବଢୁଛି କି ! ଏହି ତମାମ ପ୍ରସଙ୍ଗରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ମାନସିକ ବିଭାଗର ବରିଷ୍ଠ ବିଶେଷଜ୍ଞ ତଥା ରାଜ୍ୟ ସରକାରଙ୍କ ମାନସିକ ବିଭାଗର ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଥିବା ଡାକ୍ତର ନୀଳମାଧବ ରଥ। କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jul 27, 2020, 2:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.