‘କୋରୋନା ଯୁଦ୍ଧରେ ମାସ୍କ ବିଶଲ୍ୟକରଣୀ’ - କୋରୋନା ଭାଇରସ ଖବର

🎬 Watch Now: Feature Video

thumbnail

By

Published : May 14, 2021, 6:12 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ସରକାରଙ୍କ ସୂଚନା । କୋରୋନା ଯୁଦ୍ଧରେ ବିଜୟୀ ହେବାକୁ ହେଲେ କୋରୋନା ଗାଇଡଲାଇନକୁ ପାଳନ କରିବା ବାଧ୍ୟତାମୂଳକ । ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ପାଳନ କରିବା ଅନିର୍ବାର୍ଯ୍ୟ । କୋରୋନା ଯୁଦ୍ଧରେ ମାସ୍କ ବିଶଲ୍ୟକରଣୀ । ଘରେ ବାହାରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.