ଆନ୍ତରାଜ୍ୟ ବସ ଚଳାଚଳରେ କଟକଣା, ସୀମା ଜଗିଛି ଗଜପତି ପୋଲିସ - କୋରୋନା ପ୍ରଭାବ
🎬 Watch Now: Feature Video
ଗଜପତି: କୋରୋନା କବଳରେ କବଳିତ ସମଗ୍ର ବିଶ୍ବ । ଚୀନ୍ର ଉହାନରୁ ଆରମ୍ଭ ହୋଇଥିବା ସଂକ୍ରମଣ ମହାମାରୀର ରୂପ ନେଇଛି । ଯାହାକୁ ଅଟକାଇବା ପାଇଁ ଅଧିକାଂଶ ରାଜ୍ୟକୁ ଲକଡାଉନ କରିଛନ୍ତି ସରକାର ।