ପରୀ ହତ୍ୟାକାଣ୍ଡ ଘଟଣା: ବିଜେପିର ପ୍ରଶ୍ନ, କାହାକୁ ଘଣ୍ଟ ଘୋଡାଉଛି ପୋଲିସ - Pari Murder Case

🎬 Watch Now: Feature Video

thumbnail

By

Published : Dec 19, 2020, 4:49 PM IST

ଭୁବନେଶ୍ବର: ପରୀ ଘଟଣାରେ ପୋଲିସ ଡିଜି ମିଛ କହୁଛନ୍ତି । କାହାକୁ ଘଣ୍ଟ ଘୋଡାଇବା ପାଇଁ ଏପରି କରାଯାଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ପରୀର ହତ୍ୟାକାଣ୍ଡ ଓଡିଶାର ଜନମାନସକୁ ବିଚଳିତ କରିଛି । ଯେହେତୁ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଖବର ଆସୁଥିଲା ସେଥିପାଇଁ ତଦନ୍ତ ରାଜ୍ୟ ପୋଲିସ ଦ୍ବାରା ସଠିକ ଢଙ୍ଗରେ ହୋଇ ନ ପାରିବା ଆଶଙ୍କା ନେଇ ଆମେ ସିବିଆଇ ତଦନ୍ତ କଥା କହିଥିଲୁ ବୋଲି ଲେଖାଶ୍ରୀ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.