ବିଧାୟକଙ୍କ ଘର ଆଗରୁ ଖାଲି ହାତରେ ଫେରିଲା ଭିକ୍ଷୁକ - ନିର୍ଦ୍ଦୟୀ ବିଧାୟକ

🎬 Watch Now: Feature Video

thumbnail

By

Published : Apr 5, 2021, 10:12 PM IST

ଭୁବନେଶ୍ବର: ଖାଲି ହାତରେ ଫେରିଗଲା ଭିକ୍ଷୁକ । ପାଓ୍ବାରଫୁଲ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ହାତ ପତାଇ ଖାଲି ହାତରେ ଫେରିଲା ଜଣେ ଭିକ୍ଷୁକ । ଭୁବନେଶ୍ବରସ୍ଥିତ ବାସଭବନରୁ ବୈଠକ ସାରି ପିପିଲି ଅଭିମୁଖେ ଯାତ୍ରା ସମୟରେ ହଠାତ ଜଣେ ଭିକ୍ଷୁକ ପ୍ରତାପ ଦେବଙ୍କ କାର ଆଗକୁ ଚାଲିଆସି ଭିକ୍ଷାବୃତ୍ତି କରିଥିଲେ । ହେଲେ ବିଧାୟକ ତାଙ୍କ କଥା ଶୁଣିନଥିଲେ । ଏପରିକି କାରରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉପସ୍ଥିତ ଥିଲେ ସୁଦ୍ଧା ମଧ୍ୟ କେହି ଭିକ୍ଷୁକ ଜଣଙ୍କ କଥା ଶୁଣି ନଥିଲେ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.