ମନଲୋଭା ପ୍ରକୃତି ଓ ଅପୂର୍ବ ଐତିହ୍ୟର ସମ୍ଭାର ‘ଭୀମ ପାହାଡ’ - Bhima Pahad

🎬 Watch Now: Feature Video

thumbnail

By

Published : Nov 29, 2019, 3:31 PM IST

ବଲାଙ୍ଗୀର: ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନରେ ଭରପୁର ବଲାଙ୍ଗୀର ସହର । ଘଞ୍ଚ ଜଙ୍ଗଲ ମଧ୍ୟରେ ନୀଳ ଲହରୀମାଳ, ଆଉ ତା ସାଙ୍ଗକୁ ସୁଉଚ୍ଚ ପର୍ବତମାଳ । ଯାହା ଏକ ବଳିଷ୍ଠ ପର୍ଯ୍ୟଟନ ସ୍ଥଳୀର ପ୍ରମାଣ ଦିଏ । ହେଲେ ଆଜି ବି ଏମିତି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟନୀ ସ୍ଥଳର ମାନ୍ୟତା ପାଇ ମଧ୍ୟ ଲୁକ୍କାୟିତ ରହିଛି । ଏମିତି ଏକ ସ୍ଥାନ ଭୀମ ପାହାଡ । ଯାହା ସହର ଠାରୁ ମାତ୍ର 18 କିମି ଦୂର ଦେଓଗାଁ ବ୍ଲକ ଉପରଝର ଗାଁରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.