ଦିନକୁ ଦିନ ଅସହ୍ୟ ହେଉଛି ଯନ୍ତ୍ରଣା, ଇଚ୍ଛାମୃତ୍ୟୁ ମାଗୁଛି ‘ଚମ୍ପା’ - ମାଲକାନଗିରି ଝିଅ ମାଗୁଛି ଇଚ୍ଛା ମୃତ୍ୟୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4794782-thumbnail-3x2-mkg.jpg)
ମାଲକାନଗିରିର ଝିଅ ଚମ୍ପା । ଯେଉଁ ବୟସରେ ହସିଖେଳି ସାଙ୍ଗମାନଙ୍କ ସହ ସମୟ ବିତାଇବା କଥା । ସେହି ବୟସରେ ମାଗୁଛନ୍ତି ଇଚ୍ଛାମୃତ୍ୟୁ । କିନ୍ତୁ କାହିଁକି ?